பொருள் : ଛୋଟ ଗଛରୁ ପ୍ରାପ୍ତ ଗୋଟିଏ ସୁନ୍ଦର ଫୁଲ
							எடுத்துக்காட்டு : 
							ମାଳୀ କାଞ୍ଚନ ଫୁଲର ମାଳ ତିଆରି କରୁଥିଲା
							
ஒத்த சொற்கள் : କାଞ୍ଚନ ଫୁଲ
பிற மொழிகளில் மொழிபெயர்ப்பு :
பொருள் : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
							எடுத்துக்காட்டு : 
							ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି  ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା
							
ஒத்த சொற்கள் : କନକ, ସୁନା, ସୁବର୍ଣ୍ଣ, ହାଟକ, ହେମ
பிற மொழிகளில் மொழிபெயர்ப்பு :
एक बहुमूल्य पीली धातु जिसके गहने आदि बनते हैं।
आजकल सोने का भाव आसमान छू रहा है।பொருள் : ଗୋଟିଏ ଛୋଟ ଗଛ ଯେଉଁଥିରେ ସୁନ୍ଦର ଫୁଲ ଧରେ
							எடுத்துக்காட்டு : 
							ମାଳି କାଞ୍ଚନ ଡାଳଗୁଡ଼ିକୁ ନୁଆଁଇ ଫୁଲ ତୋଳୁଛି
							
ஒத்த சொற்கள் : କାଞ୍ଚନ ଗଛ
பிற மொழிகளில் மொழிபெயர்ப்பு :
Small East Indian tree having orchid-like flowers and hard dark wood.
bauhinia variegata, mountain ebony, orchid tree