பொருள் : କୌଣସି ବିଶେଷ କାର୍ଯ୍ୟପାଇଁ କରାଯାଇଥିବା ସେହି ଆୟୋଜନ ଯେଉଁଥିରେ ଲୋକଙ୍କ ଅଂଶ ଗ୍ରହଣ କରିବା ଅପେକ୍ଷିତ ହୋଇଥାଏ
							எடுத்துக்காட்டு : 
							ଏହି ଶିବିର ଦୁଇ ଦିନ ଚାଲିବ
							
ஒத்த சொற்கள் : ଶିବିର
பிற மொழிகளில் மொழிபெயர்ப்பு :
பொருள் : ଶିଶୁମାନେ ଗରମରୁ ସୁରକ୍ଷା ପାଇବାଲାଗି ଦେଖାଶୁଣା କରିବା ଏବଂ ଏଥିନେଇ କ୍ରିୟାକଳାପର ବ୍ୟବସ୍ଥା କରାଯାଇଥିବା କ୍ଷେତ୍ର
							எடுத்துக்காட்டு : 
							ଆମ ସ୍କୁଲର ପିଲେ କ୍ୟାମ୍ପକୁ ଯାଉଛନ୍ତି
							
ஒத்த சொற்கள் : କ୍ୟାଂପ
பிற மொழிகளில் மொழிபெயர்ப்பு :
Temporary lodgings in the country for travelers or vacationers.
Level ground is best for parking and camp areas.பொருள் : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
							எடுத்துக்காட்டு : 
							ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
							
பிற மொழிகளில் மொழிபெயர்ப்பு :
பொருள் : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
							எடுத்துக்காட்டு : 
							ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
							
பிற மொழிகளில் மொழிபெயர்ப்பு :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment