பொருள் : କାହାରିକୁ ଦିଆଯାଉଥିବା କୌଣସି ଘଟଣାର ସୂଚନା
							எடுத்துக்காட்டு : 
							ସମ୍ବାଦଦାତା ପ୍ରେସ୍କୁ ରିପୋର୍ଟ ପଠାଇଲେ  ସେ ଥାନାରେ ରିପୋର୍ଟ ଲେଖାଇବାକୁ ଯାଇଛି
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
							எடுத்துக்காட்டு : 
							ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
							
ஒத்த சொற்கள் : ସଂଦେଶ, ସଂବାଦ, ସମାଚାର
பிற மொழிகளில் மொழிபெயர்ப்பு :
A communication (usually brief) that is written or spoken or signaled.
He sent a three-word message.பொருள் : ହାଲ୍ଚାଲ୍
							எடுத்துக்காட்டு : 
							ବିଲାତ ଯିବା ପରେ ମନୋଜ କେବେ ବି ନିଜ ଗାଁଉଲୀ ମାଆବାପାଙ୍କ ଖବର ବୁଝିଲା ନାହିଁ
							
ஒத்த சொற்கள் : ସଂବାଦ
பிற மொழிகளில் மொழிபெயர்ப்பு :
Paying particular notice (as to children or helpless people).
His attentiveness to her wishes.