பொருள் : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା
							எடுத்துக்காட்டு : 
							ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା
							
ஒத்த சொற்கள் : ଦଗ୍ଧୀଭୂତ ହେବା, ଦହନ ହେବା, ପୋଡ଼ିଯିବା
பிற மொழிகளில் மொழிபெயர்ப்பு :
आग आदि के संपर्क के कारण नष्ट या खराब होना।
इस पुस्तक के कुछ पन्ने आग से जल गए हैं।பொருள் : ଅଧିକ ଗରମ ବା ଜଳିବାହେତୁ କୌଣସି ଜିନିଷର ଉପର ଭାଗ ଶୁଖି ବା ଜଳି କଳା ପଡ଼ିଯିବା
							எடுத்துக்காட்டு : 
							ପ୍ରବଳ ଗରମରେ ଆମେ ଜଳିଗଲୁ
							
ஒத்த சொற்கள் : ସିଝିଯିବା
பிற மொழிகளில் மொழிபெயர்ப்பு :