பொருள் : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
							எடுத்துக்காட்டு : 
							୧୮୫୭ର ଜନଜାଗରଣ  ଧୀରେଧୀରେ ଯୁଦ୍ଧର ରୂପନେଲା
							
ஒத்த சொற்கள் : ଜାଗୃତି
பிற மொழிகளில் மொழிபெயர்ப்பு :
பொருள் : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
							எடுத்துக்காட்டு : 
							ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ଚେଇଁବା କ୍ରିୟା ବା ଭାବ
							எடுத்துக்காட்டு : 
							ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
							
ஒத்த சொற்கள் : ଉଜାଗର
பிற மொழிகளில் மொழிபெயர்ப்பு :