பொருள் : ଏକ ପ୍ରକାରର ପ୍ରଚଳିତ ପଞ୍ଜାବୀ ଗାନା
							எடுத்துக்காட்டு : 
							ପରମଜୀତ ତା ସାଙ୍ଗମାନଙ୍କୁ ଟପ୍ପା ଶୁଣାଉଛି
							
ஒத்த சொற்கள் : ଟପ୍ପା ଗୀତ
பிற மொழிகளில் மொழிபெயர்ப்பு :
பொருள் : ତିଲୱାଡା ତାଳରେ ବଜାଯାଉଥିବା ସଙ୍ଗୀତର ଏକ ପ୍ରକାର ତାଳ
							எடுத்துக்காட்டு : 
							ବାଦକ ଟପ୍ପା ଶିଖାଉଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ପାଲ ଲଗା ହୋଇଥିବା ଭେଳା
							எடுத்துக்காட்டு : 
							ସେ ପାଲଟଣା ଭେଳାରେ ନଦୀ ପାରି ହେଉଛି
							
ஒத்த சொற்கள் : ପାଲଟଣା ଭେଳା
பிற மொழிகளில் மொழிபெயர்ப்பு :
A flat float (usually made of logs or planks) that can be used for transport or as a platform for swimmers.
raftபொருள் : ଏକ ପ୍ରକାର ଗୀତ ଯେଉଁଥିରେ ଗଳାର ସ୍ବରରେ ବିଶେଷ ପ୍ରକାରରେ ବହୁତ ଛୋଟଛୋଟ ଅଂଶ ବାହାରେ
							எடுத்துக்காட்டு : 
							ଲକ୍ଷ୍ନୌର ଗୁଲାମ ନବୀ ଶୋରୀରେ ଟପ୍ପାର ପ୍ରଚଳନ କରିଥିଲେ
							
பிற மொழிகளில் மொழிபெயர்ப்பு :
एक प्रकार का गाना जिसमें गले से स्वरों के बहुत छोटे-छोटे हिस्से विशेष प्रकार से निकाले जाते हैं।
लखनऊ के गुलाम नबी शोरी ने टप्पे का प्रचलन किया था।