பொருள் : ଚାଷୀମାନଙ୍କ ନିକଟରୁ ସରକାରଙ୍କ ଖଜଣା ଆଦାୟ କରୁଥିବା ଏବଂ ଅଞ୍ଚଳର ଛୋଟଛୋଟ ମକଦମା ବିଚାର କରୁଥିବା ତହସିଲର ପ୍ରଧାନ ଅଧିକାରୀ
							எடுத்துக்காட்டு : 
							ତାର ବାପା ତହସିଲଦାର ଅଛନ୍ତି
							
பிற மொழிகளில் மொழிபெயர்ப்பு :
तहसील का वह प्रधान अधिकारी जो किसानों से सरकारी मालगुज़ारी वसूल करता और माल के छोटे मुकदमे सुनता है।
उसके पिताजी तहसीलदार हैं।