பொருள் : ଗୋଟିଏ ଲତାରୁ ମିଳୁଥିବା ଏକ ପ୍ରକାରର ଲମ୍ବା ଏବଂ ପତଳା ଫଳ ଯାହାକୁ ତରକାରି କରି ଖିଆଯାଏ
							எடுத்துக்காட்டு : 
							ମାଆ ଆଜି ତୁରଈ ତରକାରି କରୁଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ଏକ ଲତା ଯାହାର ଲମ୍ବା ଫଳ ତରକାରି କରାଯାଏ
							எடுத்துக்காட்டு : 
							ପୂରା ଛାତ ଉପରେ ତୁରଈ ମାଡ଼ିଯାଇଛି
							
பிற மொழிகளில் மொழிபெயர்ப்பு :