பொருள் : ଯେଉଁ ଲିପିରେ ତେଲୁଗୁ ଭାଷା ଲେଖାଯାଏ
							எடுத்துக்காட்டு : 
							କୁନ୍ନୂରାନୀ ତେଲୁଗୁ ଲିପି ପଢିବାକୁ ଚେଷ୍ଟାକରୁଛି
							
ஒத்த சொற்கள் : ତେଲୁଗୁ ଲିପି
பிற மொழிகளில் மொழிபெயர்ப்பு :
वह लिपि जिसमें तेलगू भाषा लिखी जाती है।
कुन्नूरानी तेलुगु पढ़ने की कोशिश कर रही है।பொருள் : ତେଲୁଗୁ ଭାଷାର ବା ତା ସହିତ ସମ୍ବନ୍ଧିତ
							எடுத்துக்காட்டு : 
							ଏହା ବହୁତ ପ୍ରଚଳିତ ତେଲୁଗୁ ଫିଲ୍ମ
							
ஒத்த சொற்கள் : ତେଲଗୁ
பிற மொழிகளில் மொழிபெயர்ப்பு :
பொருள் : ତୈଲଙ୍ଗ ଦେଶରେ ରହୁଥିବା ବ୍ୟକ୍ତି
							எடுத்துக்காட்டு : 
							ତୁମେ ଏ ପର୍ଯ୍ୟନ୍ତ କାହିଁକି ତେଲୁଗୁ ଲୋକମାନଙ୍କ ସଂସ୍ଥାରେ ସଦସ୍ୟ ହୋଇନାହଁ
							
ஒத்த சொற்கள் : ତେଲଗୁ
பொருள் : ତୈଲଙ୍ଗ କ୍ଷେତ୍ରର ବା ତା ସହିତ ସଂବନ୍ଧିତ
							எடுத்துக்காட்டு : 
							ତେଲୁଗୁ ସଂସ୍ଥାଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ବହୁତ ଭଲ ଥିଲା
							
ஒத்த சொற்கள் : ତେଲଗୁ