பொருள் : ସ୍ନେହରେ ବା ଆରାମଦେବାପାଇଁ କାହାରି ଶରୀରରେ ଧୀରେଧୀରେ ପାପୁଲିରେ ଆଘାତ କରିବା
							எடுத்துக்காட்டு : 
							ମା ପିଲାଟିକୁ ସ୍ନେହରେ ଥାପୁଡ଼ୁଛି
							
ஒத்த சொற்கள் : କୋମଳସ୍ପର୍ଶ ଦେବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ ବା ଶରୀରର ଅଙ୍ଗ ଉପରେ ଧୀରେ ଧୀରେ ହାତ ବୁଲେଇବା
							எடுத்துக்காட்டு : 
							ମାଆ ସ୍ନେହଁରେ ପିଲାର ପିଠି ଆଉଁଷୁଛନ୍ତି
							
ஒத்த சொற்கள் : ଆଉଁଷିବା, କୋମଳ ଲଘୁସ୍ପର୍ଶ ଦେବା, ସାଉଁଳିବା
பிற மொழிகளில் மொழிபெயர்ப்பு :