பொருள் : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
							எடுத்துக்காட்டு : 
							ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ
							எடுத்துக்காட்டு : 
							ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
							
ஒத்த சொற்கள் : ଗୋଠ, ପଲ, ବୃନ୍ଦ, ମେଣ୍ଟ
பிற மொழிகளில் மொழிபெயர்ப்பு :
A group of wild mammals of one species that remain together: antelope or elephants or seals or whales or zebra.
herdபொருள் : ମନୋରଞ୍ଜନପାଇଁ ଏକତ୍ରିତ ହୋଇଥିବା ଲୋକମାନଙ୍କର ସମୂହ
							எடுத்துக்காட்டு : 
							ସେ ଖାଇସାରି ପାର୍ଟିରେ ଯୋଗ ଦେଲେ
							
ஒத்த சொற்கள் : ପାର୍ଟି
பிற மொழிகளில் மொழிபெயர்ப்பு :
பொருள் : ଛେଳି ବା ମେଣ୍ଢାଆଦି ପଶୁଗୁଡ଼ିକଙ୍କର ଏକ ଦଳ
							எடுத்துக்காட்டு : 
							ମେଣ୍ଢା ଜଗୁଆଳ ମେଣ୍ଢା ପଲହକୁ ଅଡ଼େଇ ଜଙ୍ଗଲ ଆଡ଼କୁ ଯାଉଛି
							
ஒத்த சொற்கள் : ପଲ୍ହ
பிற மொழிகளில் மொழிபெயர்ப்பு :
பொருள் : ଲୋକମାନଙ୍କର ସେହି ଗୋଷ୍ଠୀ ଯେଉଁମାନଙ୍କ ପାଖରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ନିମନ୍ତେ ଶକ୍ତି ବା କ୍ଷମତା ଥାଏ
							எடுத்துக்காட்டு : 
							ସେ ଗୋଟିଏ ଦଳରେ ମିଶିବାକୁ ଚାହୁଁଛି
							
ஒத்த சொற்கள் : ବାହିନୀ
பிற மொழிகளில் மொழிபெயர்ப்பு :
A group of people having the power of effective action.
He joined forces with a band of adventurers.பொருள் : କିଛି ବିଷୟରେ ବିଚାର-ବିମର୍ଶ କରିବା ବା ଯୋଜନା ପ୍ରସ୍ତୁତ କରିବା ବା କୌଣସି ପ୍ରତିଯୋଗିତାର ନିର୍ଣ୍ଣାୟକ ରୂପେ ଏକତ୍ରୀତ ହୋଇଥିବା କୌଣସି ବିଶେଷ କାର୍ଯ୍ୟନେଇ ଲୋକଙ୍କର ଗୋଷ୍ଠୀ
							எடுத்துக்காட்டு : 
							ବାଦବିବାଦ ପ୍ରତିଯୋଗିତାରେ ନିର୍ଣ୍ଣାୟକ ଦଳ ନିଜର ଫଳାଫଳକୁ ଆୟୋଜକଙ୍କ ନିକଟକୁ ପଠାଇଦେଲେ
							
ஒத்த சொற்கள் : ପେନେଲ
பிற மொழிகளில் மொழிபெயர்ப்பு :
A group of people gathered for a special purpose as to plan or discuss an issue or judge a contest etc.
panelபொருள் : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
							எடுத்துக்காட்டு : 
							ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
							
ஒத்த சொற்கள் : ଗଣ, ଗୋଠ, ପଲ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
பிற மொழிகளில் மொழிபெயர்ப்பு :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.