பொருள் : ଗୋଟିଏ ପରେ ଗୋଟିଏ ଘଟୁଥିବା ଘଟଣା ବା ଲଗାତାରଭାବେ ବିଚାରଆଦିର ପ୍ରଭାବଶାଳୀ କ୍ରମ
							எடுத்துக்காட்டு : 
							ଏହି ଲେଖାରେ ଲେଖକଙ୍କ ବିଚାରଶକ୍ତିର ପ୍ରବାହ ରହିଛି  କାବ୍ୟଗୋଷ୍ଠୀରେ କବିତାଗୁଡ଼ିକର ଧାରା ଶ୍ରୋତାମାନଙ୍କୁ ବାନ୍ଧିରଖିଥିଲା
							
ஒத்த சொற்கள் : ଧାରା
பிற மொழிகளில் மொழிபெயர்ப்பு :
பொருள் : ପ୍ରବାହିତ ହେଉଥିବା ବା ପ୍ରବାହିତ ତରଳ ପଦାର୍ଥ
							எடுத்துக்காட்டு : 
							ନଦୀର ଧାରାକୁ ରୋକି ବନ୍ଧ ବନ୍ଧାଯାଏ
							
ஒத்த சொற்கள் : ଧାରା
பிற மொழிகளில் மொழிபெயர்ப்பு :
பொருள் : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
							எடுத்துக்காட்டு : 
							ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
							
பிற மொழிகளில் மொழிபெயர்ப்பு :
பொருள் : ବହିବାର କ୍ରିୟା ବା ଭାବ
							எடுத்துக்காட்டு : 
							ସେ ପାଣି ପ୍ରବାହରେ ଭାସି ଗଲା  ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
							
பிற மொழிகளில் மொழிபெயர்ப்பு :