பொருள் : କିଛି ଜାଣିବା ବା ପରଖିବା ପାଇଁ ଯେଉଁ କଥା ପଚରାଯାଏ ଏବଂ ଯାହାର କିଛି ଉତ୍ତର ଥାଏ
							எடுத்துக்காட்டு : 
							ସେ ମୋ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ
							
பிற மொழிகளில் மொழிபெயர்ப்பு :
A sentence of inquiry that asks for a reply.
He asked a direct question.பொருள் : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
							எடுத்துக்காட்டு : 
							ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା  ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
							
ஒத்த சொற்கள் : ଦୂରୁହ ବିଷୟ, ସଙ୍କଟ, ସମସ୍ୟା
பிற மொழிகளில் மொழிபெயர்ப்பு :
பொருள் : ପଚାରିବା ବା ପ୍ରଶ୍ନ କରିବା କ୍ରିୟା
							எடுத்துக்காட்டு : 
							କେବେ କେବେ ଛୁଆଙ୍କର ଜିଜ୍ଞାସାର ଉତ୍ତର ଦେବା କଠିନ ହୋଇଯାଏ
							
ஒத்த சொற்கள் : ଜିଜ୍ଞାସା
பிற மொழிகளில் மொழிபெயர்ப்பு :