பொருள் : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
							எடுத்துக்காட்டு : 
							ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
							
ஒத்த சொற்கள் : ଉପାଧି, କୁଳନାମ, ସଂଜ୍ଞା, ସାଙ୍ଗିଆ
பிற மொழிகளில் மொழிபெயர்ப்பு :
The name used to identify the members of a family (as distinguished from each member's given name).
cognomen, family name, last name, surname