பொருள் : ଜୁଆଖେଳରେ ଜୁଆଡ଼ିମାନଙ୍କଦ୍ୱାରା ବାଜିରେ ଲଗାଯାଇଥିବା ମୋଟ ଧନ
							எடுத்துக்காட்டு : 
							ବାଜି ଜିତିବାକୁ ଯାଉଥିବା ଜୁଆଡ଼ି ଅତି ପ୍ରସନ୍ନ ଥିଲା
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ବିଷୟ ଠିକ୍ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ
							எடுத்துக்காட்டு : 
							ରାହୁଲ ସର୍ତ୍ତ ଜିତିଗଲା
							
ஒத்த சொற்கள் : ସର୍ତ୍ତ
பிற மொழிகளில் மொழிபெயர்ப்பு :
பொருள் : ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏଭଳି ପୂରା ଖେଳ ଯେଉଁଥିରେ ହାର ଜିତଥାଏ ବା ବାଜି ଲଗାଯାଏ
							எடுத்துக்காட்டு : 
							ଶ୍ୟାମ ହାରୁ ହାରୁ ଅନ୍ତିମ ସମୟରେ ବାଜି ଜିତି ଗଲା
							
பிற மொழிகளில் மொழிபெயர்ப்பு :
பொருள் : ବାଜି ଲଗାଇ ଖେଳାଯାଉଥିବା ହାରଜିତର ଖେଳ
							எடுத்துக்காட்டு : 
							ପାଣ୍ଡବମାନେ ଦୌପଦୀଙ୍କୁ ଜୁଆରେ ହାରିଗଲେ
							
ஒத்த சொற்கள் : ଜୁଆ
பிற மொழிகளில் மொழிபெயர்ப்பு :
பொருள் : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
							எடுத்துக்காட்டு : 
							ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
							
ஒத்த சொற்கள் : ପଣ
பிற மொழிகளில் மொழிபெயர்ப்பு :