பொருள் : ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ବାରାଣସୀରେ ଅବସ୍ଥିତ
							எடுத்துக்காட்டு : 
							ବିଶ୍ୱନାଥଙ୍କ ଦର୍ଶନପାଇଁ ଦୂରଦୂରାନ୍ତରୁ ଭକ୍ତଗଣ ଆସନ୍ତି
							
ஒத்த சொற்கள் : କାଶୀ ବିଶ୍ୱନାଥ, ବାବା ବିଶ୍ୱନାଥ
பிற மொழிகளில் மொழிபெயர்ப்பு :
भगवान शिव के बारह ज्योतिर्लिंगों में से एक जो वाराणसी में स्थित है।
विश्वनाथ के दर्शन के लिए दूर-दूर से भक्तगण आते हैं।பொருள் : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
							எடுத்துக்காட்டு : 
							ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
							
ஒத்த சொற்கள் : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ, ହର
பிற மொழிகளில் மொழிபெயர்ப்பு :
एक सृष्टिनाशक हिन्दू देवता।
शंकर की पूजा लिंग के रूप में प्रचलित है।