பொருள் : ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା
							எடுத்துக்காட்டு : 
							ପିଲାଟି ଚକ୍ରି ବୁଲାଉଥିଲା
							
ஒத்த சொற்கள் : ଚକରି, ଚକ୍ରି, ନଟୁ
பிற மொழிகளில் மொழிபெயர்ப்பு :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collectorபொருள் : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
							எடுத்துக்காட்டு : 
							ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ଗାଲରେ ହେଉଥିବା ଗର୍ତ୍ତ(ବିଶେଷକରି ହସିବା ବା କିଛି କହିବା ବେଳେ)
							எடுத்துக்காட்டு : 
							ପ୍ରୀତି ଜିଣ୍ଟାର ଡିମ୍ପଲ ସୁନ୍ଦର ଲାଗେ
							
ஒத்த சொற்கள் : ଡିମ୍ପଲ
பிற மொழிகளில் மொழிபெயர்ப்பு :