பொருள் : ଏଭଳି ଡରାଣ ଯାହା ଫଳରେ କୌଣସି ଲୋକ କୌଣସି କାମ କରିପାରେ ନାହିଁ
							எடுத்துக்காட்டு : 
							ଡକାୟତମାନେ ବୋମା ଫୋପାଡ଼ି ଗାଁ ଲୋକଙ୍କୁ ଭୟରେ ଥରହର କଲେ
							
ஒத்த சொற்கள் : ଆତଙ୍କିତ କରିବା, ଥରହର କରିବା
பிற மொழிகளில் மொழிபெயர்ப்பு :
பொருள் : କାହା ମନରେ ଡର ଉତ୍ପନ୍ନ କରିବା
							எடுத்துக்காட்டு : 
							ଏହି ମାଙ୍କଡ଼ ସମସ୍ତଙ୍କୁ ଡରଉଛି
							
ஒத்த சொற்கள் : ଡରେଇବା, ଭୟ ସୃଷ୍ଟି କରିବା
பிற மொழிகளில் மொழிபெயர்ப்பு :