பொருள் : ମାଟି ଲଗାଇ ମାଜିବା
							எடுத்துக்காட்டு : 
							ଜେଜେ ସ୍ନାନକରିସାରି ସୂର୍ଯ୍ୟଦେବତାଙ୍କୁ ଜଳ ଦେବାପାଇଁ ଢାଳକୁ ମାଜୁଛନ୍ତି
							
ஒத்த சொற்கள் : ଘଷି ପରିଷ୍କାର କରିବା
பிற மொழிகளில் மொழிபெயர்ப்பு :
பொருள் : ମଇଳା ଛଡ଼େଇବା ବା ଚକ୍ଚକ୍ କରିବା ପାଇଁ କୌଣସି ବସ୍ତୁକୁ ରଗଡ଼ିବା
							எடுத்துக்காட்டு : 
							ଗାଁଲୋକେ ବାସନକୁସନକୁ  ପାଉଁଶ ବା ମାଟିରେ ମାଜନ୍ତି
							
ஒத்த சொற்கள் : ମାଜକରିବା
பிற மொழிகளில் மொழிபெயர்ப்பு :
मैल छुड़ाने या चिकना करने के लिए किसी वस्तु को रगड़ना।
गाँव के लोग बरतन को राख या मिट्टी से माँजते हैं।