பொருள் : ମାରିବାପାଇଁ ବନ୍ଦ ମୁଠା
							எடுத்துக்காட்டு : 
							ମୋହନ ସୋହନକୁ ମୁଥ ମାରିଲା
							
பிற மொழிகளில் மொழிபெயர்ப்பு :
பொருள் : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
							எடுத்துக்காட்டு : 
							ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
							
பிற மொழிகளில் மொழிபெயர்ப்பு :
பொருள் : କ୍ଲାନ୍ତି ଦୂରକରିବାପାଇଁ କାହାରି ଶରୀରରେ ମୁଠିଦ୍ବାରା ଧୀରେ ଧୀରେ ଆଘାତ କରିବା ପ୍ରକ୍ରିୟା
							எடுத்துக்காட்டு : 
							ସେଠଜୀ ସେବକରାମଠାରୁ ମୁଥ ଖାଉଛନ୍ତି
							
பிற மொழிகளில் மொழிபெயர்ப்பு :
बँधी हुई मुट्ठिओं से किसी के शरीर पर उसकी थकावट दूर करने के लिए धीरे-धीरे आघात करने की क्रिया।
सेठजी सेवकराम से मुक्की लगवा रहे हैं।பொருள் : ମୁଷ୍ଠିଦ୍ୱାରା କରିବା ପ୍ରହାର
							எடுத்துக்காட்டு : 
							କେବେ କେବେ ମୁଷ୍ଠିଘାତ ବି ଜଣକ ଜୀବନ ନେଇପାରେ
							
ஒத்த சொற்கள் : ଘୁଷା, ଘୁଷି, ମୁଷ୍ଠିଘାତ, ମୁଷ୍ଠିପ୍ରହାର
பிற மொழிகளில் மொழிபெயர்ப்பு :