பொருள் : ଶୋଇବା କାମ
							எடுத்துக்காட்டு : 
							ଶୟନପାଇଁ ହିଁ ରାତିର ସୃଷ୍ଟି ହୋଇଛି
							
ஒத்த சொற்கள் : ଶୟନ
பிற மொழிகளில் மொழிபெயர்ப்பு :
பொருள் : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
							எடுத்துக்காட்டு : 
							କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
							
ஒத்த சொற்கள் : ଗଡ଼ିବା
பிற மொழிகளில் மொழிபெயர்ப்பு :
பொருள் : ଶୋଇକରି ଶରୀର ଏବଂ ମସ୍ତିସ୍କକୁ ବିଶ୍ରାମ ଦେଉଥିବା ନିଦ୍ରିତ ଅବସ୍ଥାରେ ରହିବା
							எடுத்துக்காட்டு : 
							ହାଲିଆ ହୋଇଥିବାରୁ ସେ ଆଜି ଜଲ୍ଦି ଶୋଇପଡ଼ିଲେ
							
ஒத்த சொற்கள் : ନିଦ୍ରାଯିବା, ଶୟନ କରିବା
பிற மொழிகளில் மொழிபெயர்ப்பு :