பொருள் : ମାପିବାପାଇଁ,ରେକର୍ଡ଼ପାଇଁ ବା ନିୟନ୍ତ୍ରଣପାଇଁ ଉପକରଣରେ ସଜ୍ଜିତ କରିବା
							எடுத்துக்காட்டு : 
							ସେ ଲାବରେଟୋରୀକୁ ଉପକରଣରେ ସଜାଉଛି
							
ஒத்த சொற்கள் : ସଜାଇବା, ସଜ୍ଜୀକରଣ କରିବା, ସଜ୍ଜୀକୃତ କରିବା, ସୁସଜ୍ଜିତ କରିବା
பிற மொழிகளில் மொழிபெயர்ப்பு :
* मापने के लिए, रिकार्ड के लिए या नियंत्रण के लिए उपकरणों से लैस करना।
वह प्रयोगशाला को उपकरणों से सुसज्जित कर रहा है।Equip with instruments for measuring, recording, or controlling.
instrumentபொருள் : କୁଶଳ ବା ସୁନ୍ଦର କରିବା
							எடுத்துக்காட்டு : 
							ନୂଆ ବୋହୂ ଘରକୁ ସଜାଡ଼ି ଦେଇଛି
							
ஒத்த சொற்கள் : ସଜାଡ଼ିଦେବା, ସୁବିନ୍ୟସ୍ତ କରିବା
பிற மொழிகளில் மொழிபெயர்ப்பு :
பொருள் : ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
							எடுத்துக்காட்டு : 
							ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
							
ஒத்த சொற்கள் : ଅଳଙ୍କୃତ କରିବା, ସଜାଇବା, ସଜେଇବା
பிற மொழிகளில் மொழிபெயர்ப்பு :
ऐसी वस्तुओं से युक्त करना कि देखने में भला और सुंदर जान पड़े (व्यक्ति या स्थान)।
नई बहू ने घर को बहुत बढ़िया सजाया है।