பொருள் : ଗ୍ରହଣ ସମୟରେ ସୂର୍ଯ୍ୟ ଅଥବା ଚନ୍ଦ୍ର ଉପରେ ଛାୟା ପଡିବାର କ୍ରିୟା ବା ଗ୍ରହଣର ଆରମ୍ଭ
							எடுத்துக்காட்டு : 
							ଦୂରଦର୍ଶନରେ ସୂର୍ଯ୍ୟ ଗ୍ରହଣର ଆରମ୍ଭରୁ ନେଇ ମୋକ୍ଷ ପର୍ଯ୍ୟନ୍ତ ସମସ୍ତଦୃଶ୍ୟ ପ୍ରଦର୍ଶନ କରାଗଲା
							
பிற மொழிகளில் மொழிபெயர்ப்பு :
ग्रहण के समय सूर्य अथवा चन्द्रमा पर छाया पड़ने लगने की क्रिया या ग्रहण का आरंभ।
दूरदर्शन पर सूर्य ग्रहण का स्पर्श से लेकर मोक्ष तक का दृश्य दिखाया गया।பொருள் : ସଂଭୋଗର ଏକ ପ୍ରକାର ବା ଆସନ ବା ରତି ବନ୍ଧ
							எடுத்துக்காட்டு : 
							ସ୍ପର୍ଶ ଷୋହଳ ରତିବନ୍ଧ ମଧ୍ୟରୁ ଗୋଟିଏ
							
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ବସ୍ତୁ ଅନ୍ୟ ବସ୍ତୁସହ ସଂଯୋଗ କରିବା ବା ଛୁଇଁବା ପ୍ରକ୍ରିୟା
							எடுத்துக்காட்டு : 
							ସାପୁଆକେଳା ବାରମ୍ବାର ସାପକୁ ସ୍ପର୍ଶ କରୁଥିଲାଅମ୍ଳ ସଂସ୍ପର୍ଶରେ ଆସିଲେ ଲିଟ୍ମସ୍ ପେପର ଲାଲ ହୋଇଯାଏ
							
ஒத்த சொற்கள் : ସଂସ୍ପର୍ଶ
பிற மொழிகளில் மொழிபெயர்ப்பு :