അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି କାମ ଅଧାପଡ଼ିବା ବା ରହିବା
ഉദാഹരണം : ଆପଣଙ୍କ କାରଣରୁ ମୋର କେତେ କାମ ଅଟକିଛି
പര്യായപദങ്ങൾ : ବନ୍ଦହେବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
किसी काम का अधूरा पड़ना या रहना।
അർത്ഥം : ଗତିରେ ଅବରୁଦ୍ଧ ସୃଷ୍ଟି ହେବା
ഉദാഹരണം : ଚାଲୁ ଚାଲୁ ଅଚାନକ ମୋ ମଟରସାଇକେଲ୍ ଅଟକି ଗଲା
പര്യായപദങ്ങൾ : ଗତିରୋଧ ହେବା, ବନ୍ଦହେବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
गति में अवरोध उत्पन्न होना।
Come to a halt, stop moving.
അർത്ഥം : କେଉଁଠି ଆଶ୍ରୟ ନେବା
ഉദാഹരണം : ମୁଁ ଯେବେବି ଦିଲ୍ଲୀ ଯାଏଁ ଶର୍ମାଜୀଙ୍କ ପାଖରେ ରହେ
പര്യായപദങ്ങൾ : ରହିବା
कहीं आश्रय लेना।
അർത്ഥം : ଶବ୍ଦ ଏବଂ ବର୍ଣ୍ଣ ରହିରହି ଅସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ପ୍ରକ୍ରିୟା
ഉദാഹരണം : ଛୋଟ ପିଲା ପାଣି ମାଗିବା ସମୟରେ ଖନଉଥିଲା
പര്യായപദങ്ങൾ : ଖନେଇବା, ଥଙ୍ଗେଇବା
शब्दों और वर्णों का रुक-रुककर अधूरा और अस्पष्ट उच्चारण करना।
Speak haltingly.
അർത്ഥം : ଗୋଟିଏ ସ୍ଥାନରେ ସ୍ଥିରହୋଇ ରହିବା
ഉദാഹരണം : ତୁମ ବାପା ଯାଇ କେଉଁଠି ଲାଖିଗଲେ
പര്യായപദങ്ങൾ : ନିବିଷ୍ଟ ହୋଇ ରହିବା, ଲାଖିବା
एक स्थान पर स्थिर होकर रहना।
Fix firmly.
ഇൻസ്റ്റാൾ ചെയ്യുക