അർത്ഥം : ବହୁତ ନିକଟର ବା ବହୁତ ପାଖରେ
							ഉദാഹരണം : 
							ରାମ ମୋର ଘନିଷ୍ଠ ମିତ୍ର  ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
							
പര്യായപദങ്ങൾ : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ପ୍ରଗାଢ଼
മറ്റ് ഭാഷകളിലേക്കുള്ള വിവർത്തനം :
Marked by close acquaintance, association, or familiarity.
Intimate friend.അർത്ഥം : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
							ഉദാഹരണം : 
							ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଭାଙ୍ଗେନାହିଁ
							ഉദാഹരണം : 
							ସେହି ପତି ପତ୍ନୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଅଛି
							
പര്യായപദങ്ങൾ : ଅତୁଟ
മറ്റ് ഭാഷകളിലേക്കുള്ള വിവർത്തനം :
Not easily destroyed.
indestructible