അർത്ഥം : ପୁଣ୍ୟ କରୁଥିବା ବ୍ୟକ୍ତିବା ଯେ ପୁଣ୍ୟ କରୁଛି
							ഉദാഹരണം : 
							ଆଧୁନିକ ଯୁଗରେ ମଧ୍ୟ ପୁଣ୍ୟାତ୍ମାମାନଙ୍କ ସଂଖ୍ୟା କମ ନୁହେଁ
							
പര്യായപദങ്ങൾ : ଧର୍ମବନ୍ତ, ଧାର୍ମିକ, ପୁଣ୍ୟକର୍ମା, ପୁଣ୍ୟବନ୍ତ, ପୁଣ୍ୟବାନ, ପୁଣ୍ୟାତ୍ମା
മറ്റ് ഭാഷകളിലേക്കുള്ള വിവർത്തനം :
पुण्य करनेवाला व्यक्ति या वह जो पुण्य करता हो।
आधुनिक युग में भी पुण्यात्माओं की कमी नहीं है।അർത്ഥം : ପୁଣ୍ୟ କରିବା ଲୋକ ବା ଯେ ପୁଣ୍ୟ କରେ
							ഉദാഹരണം : 
							ପୁଣ୍ୟାତ୍ମା ବ୍ୟକ୍ତିଙ୍କ ଜୀବନ ଆନନ୍ଦମୟ ହୋଇଥାଏ
							
പര്യായപദങ്ങൾ : ପୁଣ୍ୟବାନ, ପୁଣ୍ୟାତ୍ମା
മറ്റ് ഭാഷകളിലേക്കുള്ള വിവർത്തനം :
पुण्य करने वाला या जो पुण्य करता हो।
पुण्यात्मा व्यक्ति का जीवन आनंदित रहता है।അർത്ഥം : ନିୟମିତ ଭାବରେ ପୂଜାପାଠ, ଜପଆଦି ଧାର୍ମିକ କାର୍ଯ୍ୟ କରୁଥିବା ବ୍ୟକ୍ତି
							ഉദാഹരണം : 
							ମୋର ବୁଢ଼ାବାପା ଜଣେ ଧର୍ମାତ୍ମା ବ୍ୟକ୍ତି, ସେ ନିୟମିତ ଭାବରେ ପୂଜାପାଠ କରନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
नियमित रूप से पूजा-पाठ,जप आदि धार्मिक कृत्य करनेवाला।
मेरे दादाजी एक नेमी व्यक्ति हैं,वे नियमित रूप से पूजा पाठ करते हैं।