பொருள் : ନୀତି ବିରୋଧ ହେଉଥିବା କାର୍ଯ୍ୟ
எடுத்துக்காட்டு :
ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
ஒத்த சொற்கள் : ଅନୈତିକ କର୍ମ, ଅପକର୍ମ, ଦୁଷ୍କର୍ମ, ପାପକର୍ମ, ମନ୍ଦକର୍ମ
பிற மொழிகளில் மொழிபெயர்ப்பு :
பொருள் : କର୍ମର ଅଭାବ
எடுத்துக்காட்டு :
ସେ ଅକର୍ମରୁ କର୍ମ ଆଡ଼କୁ ଅଗ୍ରସର ହେଲେ
ஒத்த சொற்கள் : ଅକାର୍ଯ୍ୟ, କର୍ମହୀନତା, କାର୍ଯ୍ୟହୀନତା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ କାର୍ଯ୍ୟ କରିବା ଅନାବଶ୍ୟକ ବା ଅନୁଚିତ
எடுத்துக்காட்டு :
ଆମ୍ଭେମାନେ ଖରାପକାମଠାରୁ ଦୂରରେ ରହିବା ଉଚିତ
ஒத்த சொற்கள் : ଖରାପକାମ, ମନ୍ଦକାମ, ମନ୍ଦକାର୍ଯ୍ୟ
பிற மொழிகளில் மொழிபெயர்ப்பு :