பொருள் : ମୂର୍ଖ ହେବାର ଅବସ୍ଥା ବା ଭାବ
எடுத்துக்காட்டு :
କାହାରି ମୂର୍ଖତା ଉପରେ ହସ ନାହିଁତୁମର ମୂର୍ଖତା କାରଣରୁ ହେବାକୁ ଯାଉଥିବା କାମ ବିଗିଡ଼ି ଗଲା
ஒத்த சொற்கள் : ଅଜ୍ଞତା, ମୂର୍ଖତା, ମୂର୍ଖାମୀ, ମୂଢ଼ତା
பிற மொழிகளில் மொழிபெயர்ப்பு :
मूर्ख होने की अवस्था या भाव।
किसी की मूर्खता पर मत हँसो।பொருள் : ବିଦ୍ୟାର ଅଭାବ
எடுத்துக்காட்டு :
ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
ஒத்த சொற்கள் : ଅଜ୍ଞାତା, ଅବିଦ୍ୟା, ଜ୍ଞାନହୀନତା
பிற மொழிகளில் மொழிபெயர்ப்பு :
The lack of knowledge or education.
ignoranceபொருள் : ଜ୍ଞାନ ନହେବାର ଅବସ୍ଥା ବା ଭାବ
எடுத்துக்காட்டு :
ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ ଆଲୋକ ଭରିଦିଏ
ஒத்த சொற்கள் : ଜ୍ଞାନହୀନତା
பிற மொழிகளில் மொழிபெயர்ப்பு :
The lack of knowledge or education.
ignorance