பொருள் : ଅଳଂକାର ଶାସ୍ତ୍ରାନୁସାରେ ନଅ ରସ ମଧ୍ୟରୁ ଏକ
எடுத்துக்காட்டு :
କୌଣସି ଅସାଧାରଣ ବସ୍ତୁକୁ ଦେଖି, ପଢ଼ି ବା ଶୁଣି ଯେବେ ଆମ ହୃଦୟରେ ବିସ୍ମୟ ଭାବ ଉତ୍ପନ୍ନ ହୁଏ, ଏଭଳି ବର୍ଣ୍ଣନାକୁ ଅଦ୍ଭୁତ ରସ କୁହାଯାଏ‘
ஒத்த சொற்கள் : ଅଦ୍ଭୁତ ରସ
பிற மொழிகளில் மொழிபெயர்ப்பு :
பொருள் : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
எடுத்துக்காட்டு :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ஒத்த சொற்கள் : ଅସମ୍ଭବ, ଆଶ୍ଚର୍ଯ୍ୟ, ତାଜୁବ୍, ବିସ୍ମୟ
பிற மொழிகளில் மொழிபெயர்ப்பு :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseபொருள் : ଯାହା ବିଶେଷ ଲକ୍ଷଣଯୁକ୍ତ
எடுத்துக்காட்டு :
ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ
ஒத்த சொற்கள் : ଅଜବ, ଅଦ୍ଭୁତପୂର୍ବ, ଅପୂର୍ବ, ଅଲୌକିକ, ଆଶ୍ଚର୍ଯ୍ୟଜନକ, ବିଚିତ୍ର, ବିଲକ୍ଷଣ
பிற மொழிகளில் மொழிபெயர்ப்பு :
जो विशेष लक्षण से युक्त हो।
मत्स्यनारी एक विलक्षण जीव है।Strikingly strange or unusual.
An exotic hair style.பொருள் : କରାମତି ବା ଚମତ୍କାର ଦେଖାଉଥିବା ଲୋକ
எடுத்துக்காட்டு :
ସତ୍ୟ ସାଇବାବା ଜଣେ ଚମତ୍କାରୀ ପୁରୁଷ
ஒத்த சொற்கள் : ଆଶ୍ଚର୍ଯ୍ୟମୟ, ଚମତ୍କାରୀ
பிற மொழிகளில் மொழிபெயர்ப்பு :
பொருள் : ଜିଜ୍ଞାସା ଉତ୍ପନ୍ନ କରିବା ଲୋକ
எடுத்துக்காட்டு :
ମୋ ସହିତ ଗୋଟିଏ ବିଚିତ୍ର ଘଟଣା ଘଟିଲା
ஒத்த சொற்கள் : ଜିଜ୍ଞାସାଜନକ, ବିଚିତ୍ର, ବିଲକ୍ଷଣ, ବିସ୍ମୟକାରକକୌତୁହଳଜନକ, ବିସ୍ମୟକାରୀ, ବିସ୍ମୟଜନକ
பிற மொழிகளில் மொழிபெயர்ப்பு :