பொருள் : କାହାରି ସିଦ୍ଧାନ୍ତମାନି ସେହି ଅନୁସାରେ ପରିଚାଳିତ ହେଉଥିବା ବ୍ୟକ୍ତି
எடுத்துக்காட்டு :
ଅନୁଗାମୀ ବ୍ୟକ୍ତି ନିଜ ନେତାଙ୍କ କଥାକୁ ହିଁ ସତ୍ୟମାନି ତାହାର ଅନୁସରଣ କରନ୍ତି
ஒத்த சொற்கள் : ଅନୁଗାମୀ ବ୍ୟକ୍ତି, ଅନୁବର୍ତ୍ତୀ
பிற மொழிகளில் மொழிபெயர்ப்பு :
किसी का सिद्धान्त मानने और उनके अनुसार चलनेवाला व्यक्ति।
अनुयायी व्यक्ति अपने नेता की बात को ही सत्य मानकर उसका अनुसरण करता है।A person who accepts the leadership of another.
followerபொருள் : ଯେ କାହାରି ଅନ୍ଧାନୁସାରୀ ହୋଇ ତାଙ୍କ ପଛରେ ଚାଲନ୍ତି
எடுத்துக்காட்டு :
ଅନୁଗାମୀ ବ୍ୟକ୍ତି ନିଜ ବୁଦ୍ଧିରେ କୌଣସି କାମ କରନ୍ତି ନାହିଁ
ஒத்த சொற்கள் : ପଛଲଗା
பிற மொழிகளில் மொழிபெயர்ப்பு :
பொருள் : ଆଜ୍ଞା ପାଳନ କରୁଥିବା
எடுத்துக்காட்டு :
କୃଷକ ତା ଆଜ୍ଞାକାରୀ ପୁଅ ଉପରେ ବହୁତ ପ୍ରସନ୍ନ ଥିଲା
ஒத்த சொற்கள் : ଆଜ୍ଞାକାରୀ, ଆଜ୍ଞାବହ, ବଚସ୍କର
பிற மொழிகளில் மொழிபெயர்ப்பு :
आज्ञा का पालन करनेवाला।
किसान अपने आज्ञाकारी पुत्र से बहुत प्रसन्न रहता था।Dutifully complying with the commands or instructions of those in authority.
An obedient soldier.