பொருள் : ଯେଉଁ ଦେବୀ ଅନେକ ଅସୁରଙ୍କୁ ବଧ କରିଥିଲେ ଏବଂ ଯାହାଙ୍କୁ ଆଦିଶକ୍ତି ବୋଲି ବିଚାର କରାଯାଏ
எடுத்துக்காட்டு :
ଦଶହରାରେ ଲୋକମାନେ ସ୍ଥାନେସ୍ଥାନେ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତି
ஒத்த சொற்கள் : ଅପର୍ଣ୍ଣା, ଆଦିଶକ୍ତି, ଜଗଦମ୍ବା, ଜଗନ୍ମୋହିନୀ, ଦଶଭୂଜା, ଦୁର୍ଗା, ଦେବୀ, ପରମେଶ୍ୱରୀ, ମହାମାୟା, ମହିଷାସୁରମର୍ଦ୍ଦିନୀ, ଶାରଦା, ଶିବାନୀ, ସିଂହବାହିନୀ, ସୌମ୍ୟା
பிற மொழிகளில் மொழிபெயர்ப்பு :
एक देवी जिन्होंने अनेक असुरों का वध किया और जो आदि शक्ति मानी जाती हैं।
नवरात्र में लोग जगह-जगह दुर्गा की प्रतिमा स्थापित करते हैं।பொருள் : ଚଉଦ ଅକ୍ଷରର ଏକ ବର୍ଣ୍ଣ ବୃତ୍ତ
எடுத்துக்காட்டு :
ଅପରାଜିତାରେ ପ୍ରତ୍ୟେକ ଚରଣରେ ନ+ନ+ର+ସ୍+ଲ+ଗୁ ହୋଇଥାଏ
பிற மொழிகளில் மொழிபெயர்ப்பு :