பொருள் : କାହା ସହିତ ଜଣାଶୁଣା ନହେବା ଅବସ୍ଥା
எடுத்துக்காட்டு :
ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
எடுத்துக்காட்டு :
ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
ஒத்த சொற்கள் : ଅଜଣା
பிற மொழிகளில் மொழிபெயர்ப்பு :
பொருள் : ଯାହା ଜ୍ଞାତ ବା ଜଣା ନୁହେଁ
எடுத்துக்காட்டு :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
பிற மொழிகளில் மொழிபெயர்ப்பு :
பொருள் : ଯିଏ ପରିଚିତ ନୁହେଁ
எடுத்துக்காட்டு :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
ஒத்த சொற்கள் : ଅଚିହ୍ନା, ଅଜ୍ଞାତ
பிற மொழிகளில் மொழிபெயர்ப்பு :
Unaware because of a lack of relevant information or knowledge.
He was completely ignorant of the circumstances.