பொருள் : ଯାହାର ବୃତ୍ତି ଚୋରିକରିବା କିମ୍ବା ଯେ ଲୋକମାନଙ୍କୁ ଲୁଟେ
எடுத்துக்காட்டு :
ଚୋରମାନେ ପୂରା ବସ୍କୁ ଲୁଟିନେଲେ
ஒத்த சொற்கள் : ଚୋରି କରିବା, ଲୁଟିବା
பிற மொழிகளில் மொழிபெயர்ப்பு :
பொருள் : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
எடுத்துக்காட்டு :
ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
ஒத்த சொற்கள் : ଲୁଟପାଟ କରିବା, ଲୋଟିବା
பிற மொழிகளில் மொழிபெயர்ப்பு :
பொருள் : ଅନ୍ୟର ଜିନିଷ ଚୋରିକରି ନେବା
எடுத்துக்காட்டு :
ବସ୍ରେ ମୋର ପର୍ସ କିଏ ଚୋରେଇନେଲା
ஒத்த சொற்கள் : ଚୋରେଇବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବ୍ୟକ୍ତିଆଦିକୁ ବଳପୂର୍ବକ ଭାବରେ ଉଠାଇନେବା
எடுத்துக்காட்டு :
ଆତଙ୍କବାଦୀମାନେ କାଶ୍ମୀରର ଜଣେ ମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେଲେ
ஒத்த சொற்கள் : ହରଣ କରିବା
பிற மொழிகளில் மொழிபெயர்ப்பு :
किसी व्यक्ति आदि को बलपूर्वक उठा ले जाना।
आतंकवादियों ने कश्मीर के एक मंत्री की बेटी का अपहरण किया।