பொருள் : ବିନା ଆରାମରେ
எடுத்துக்காட்டு :
ସେ ଅହରହ ଅବିରତ କାମ କରୁଛନ୍ତି
ஒத்த சொற்கள் : ଅନବରତ, ନିରବଚ୍ଚିନ୍ନ ଭାବରେ
பிற மொழிகளில் மொழிபெயர்ப்பு :
பொருள் : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
எடுத்துக்காட்டு :
ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି
ஒத்த சொற்கள் : ଅନବରତ, ଅବିରାମ, ଅବିଶ୍ରାନ୍ତ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
பிற மொழிகளில் மொழிபெயர்ப்பு :
बिना विराम के या बिना रुके या बिना क्रम-भंग के।
दो घंटे से लगातार बारिश हो रही है।