பொருள் : ଗୋଟିଏ ବିଶେଷ କାର୍ଯ୍ୟରେ ଯାତ୍ରାର ସୁବିଧା ନେଉଥିବା ଲୋକ ଆଦିଙ୍କ ଗୋଟିଏ ସଂଗଠିତ ଦଳ
எடுத்துக்காட்டு :
ଜହ୍ନକୁ ଗୋଟିଏ ଅଭିଯାନ ଦଳ ଗଲା
ஒத்த சொற்கள் : ଅଭିଯାନ ଦଳ
பிற மொழிகளில் மொழிபெயர்ப்பு :
An organized group of people undertaking a journey for a particular purpose.
An expedition was sent to explore Mars.பொருள் : କୌଣସି ମହାନ ଉଦ୍ଦେଶ୍ୟ ସାଧନ କରିବାପାଇଁ ଯିବା ବା ବାହାରିବାର ପ୍ରକ୍ରିୟା
எடுத்துக்காட்டு :
ସରକାର ଲୋକମାନଙ୍କୁ ସାକ୍ଷର କରିବାପାଇଁ ସାକ୍ଷରତା ଅଭିଯାନ ଚଳାଇଛନ୍ତି
ஒத்த சொற்கள் : ଯାତ୍ରା
பிற மொழிகளில் மொழிபெயர்ப்பு :
कोई बहुत बड़ा उद्देश्य सिद्ध करने के लिए निकलने या चल पड़ने की क्रिया।
सरकार ने लोगों को साक्षर करने के लिए साक्षरता अभियान चलाया है।A journey organized for a particular purpose.
expeditionபொருள் : କିଛି ସିଦ୍ଧାନ୍ତକୁ ଆଗକୁ ବଢ଼ାଇବା ବା କୌଣସି ବିଶେଷ ସମାପ୍ତିର ମୋଡ଼ଦବା ବା ନବା କାର୍ଯ୍ୟର ଗୋଟିଏ ଶୃଙ୍ଖଳା
எடுத்துக்காட்டு :
ସେ ଜନବାଦୀ ଆନ୍ଦୋଳନକୁ ସମର୍ଥନ କଲା
ஒத்த சொற்கள் : ଆନ୍ଦୋଳନ
பிற மொழிகளில் மொழிபெயர்ப்பு :
A series of actions advancing a principle or tending toward a particular end.
He supported populist campaigns.