பொருள் : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
எடுத்துக்காட்டு :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
ஒத்த சொற்கள் : ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି, ବିକାଶ
பிற மொழிகளில் மொழிபெயர்ப்பு :
Gradual improvement or growth or development.
Advancement of knowledge.பொருள் : ଭଲ ଉନ୍ନତ ଅବସ୍ଥା
எடுத்துக்காட்டு :
ଛତିଶଗଡ଼ର ଅଭ୍ୟୁନ୍ନତି ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି
ஒத்த சொற்கள் : ଅଭ୍ୟୁନ୍ନତି
பிற மொழிகளில் மொழிபெயர்ப்பு :
பொருள் : କୌଣସି ନୂଆ ଜିନିଷ, କଥା, ଶକ୍ତିଆଦି ଉତ୍ପନ୍ନ ହୋଇ ଆଗକୁ ଆସିବାର କ୍ରିୟା
எடுத்துக்காட்டு :
୧୯୭୨ରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ବଙ୍ଗଳାଦେଶର ଉଦୟ ହୋଇଥିଲା
ஒத்த சொற்கள் : ଉଦୟ
பிற மொழிகளில் மொழிபெயர்ப்பு :
பொருள் : ଉନ୍ନତିର ଯୋଗ୍ୟ
எடுத்துக்காட்டு :
ଆମକୁ ଅଭ୍ୟୁଦୟ କର୍ମ ହିଁ କରିବା ଆବଶ୍ୟକ
ஒத்த சொற்கள் : ଉନ୍ନତିଯୋଗ୍ୟ, ଶ୍ରୀବୃଦ୍ଧି
பிற மொழிகளில் மொழிபெயர்ப்பு :