பொருள் : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
எடுத்துக்காட்டு :
ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
ஒத்த சொற்கள் : ଅନାଦାର, ଅବଜ୍ଞା, ଅମର୍ଯ୍ୟାଦା, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି
பிற மொழிகளில் மொழிபெயர்ப்பு :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।பொருள் : ଯେ ଆଦର ବା ସମ୍ମାନର ଯୋଗ୍ୟ ନୁହେଁ
எடுத்துக்காட்டு :
ଲୋକ ଭୟରେ ଅନାଦରଣୀୟ ବ୍ୟକ୍ତିମାନଙ୍କୁ ମଧ୍ୟ ଆଦର କରନ୍ତି
ஒத்த சொற்கள் : ଅନାଦରଣୀୟ, ଅପୂଜନୀୟ, ଅପୂଜ୍ୟ, ଅମାନନୀୟ, ଅସମ୍ମାନନୀୟ
பிற மொழிகளில் மொழிபெயர்ப்பு :
Unworthy of respect.
unrespectableபொருள் : ଯାହା ସ୍ୱୀକାର କରିବାପାଇଁ ଯୋଗ୍ୟ ନୁହେଁ
எடுத்துக்காட்டு :
ଆପଣ ବାରମ୍ବାର ଅଗ୍ରାହ୍ୟ ଉପଦେଶ କ’ଣପାଇଁ ଦିଅନ୍ତି ?
ஒத்த சொற்கள் : ଅଗ୍ରହଣୀୟ, ଅଗ୍ରାହ୍ୟ, ଅସ୍ୱୀକାର୍ଯ୍ୟ
பிற மொழிகளில் மொழிபெயர்ப்பு :
जो लेने या स्वीकार करने के योग्य न हो।
आप बार-बार अस्वीकार्य सुझाव ही क्यों देते हैं।