பொருள் : ଯାହା ସହିତ ଶତ୍ରୁତା ଅଛି
எடுத்துக்காட்டு :
ଶତ୍ରୁ ଏବଂ ନିଆଁକୁ କେବେ ଦୁର୍ବଳ ଭାବିବା ଉଚିତ ନୁହେଁ
பிற மொழிகளில் மொழிபெயர்ப்பு :
वह जिससे शत्रुता या वैर हो।
शत्रु और आग को कभी कमजोर नहीं समझना चाहिए।பொருள் : କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟ ଆଦି ମନୁଷ୍ୟର ଛଅଟି ଶତ୍ରୁ
எடுத்துக்காட்டு :
ଅରାତି ଉପରେ ବିଜୟ ଲାଭ କଲେ ହିଁ ମନୁଷ୍ୟ ଠିକ ଅର୍ଥରେ ଭଗବତ ପ୍ରେମ କରିପାରିବ
ஒத்த சொற்கள் : ଅରାତି
பிற மொழிகளில் மொழிபெயர்ப்பு :