பொருள் : ଜୀଅସ ଦେବତାଙ୍କ ସମ୍ମାନରେ ଅଲିମ୍ପିଆରେ ପାଳନ କରାଯାଉଥିବା ଏକ ପ୍ରାଚୀନ ଗ୍ରୀକ ଉତ୍ସବ
எடுத்துக்காட்டு :
ଅଲିମ୍ପିକ ଖେଳ ଖ୍ରୀଷ୍ଟପୂର୍ବ ୭୭୬ରେ ଆରମ୍ଭ ହୋଇଥିଲା ଓ ଏହା ପ୍ରତି ଚାରିବର୍ଷରେ ଆୟୋଜନ କରାଯାଏ
ஒத்த சொற்கள் : ଅଲିମ୍ପିକ ଖେଳ
பிற மொழிகளில் மொழிபெயர்ப்பு :
ज़ूस देव के सम्मान में ओलम्पिया में मनाया जाने वाला एक प्राचीन यूनानी उत्सव।
ओलंपिक खेल ७७६ ईसवी पूर्व में प्रारंभ हुआ और यह हर चार साल में मनाया जाता है।பொருள் : ପ୍ରତି ଚାରିବର୍ଷରେ ବଛାଯାଇଥିବା କୌଣସି ସହରରେ ହେଉଥିବା ଏକ ଅନ୍ତରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା
எடுத்துக்காட்டு :
ଆସନ୍ତା ବର୍ଷ ଅଲିମ୍ପିକ ଖେଳ ଚୀନରେ ହେବ
ஒத்த சொற்கள் : ଅଲିମ୍ପିକ ଖେଳ
பிற மொழிகளில் மொழிபெயர்ப்பு :
हर चार साल में किसी चुनिन्दा शहर में होने वाली एक अंतर्राष्ट्रीय खेल प्रतियोगिता।
अगले वर्ष ओलंपिक खेल चीन में होने वाले हैं।The modern revival of the ancient games held once every 4 years in a selected country.
olympiad, olympic games, olympics