பொருள் : ଯାହା ଅଶ୍ରୁରେ ଭର୍ତ୍ତି ହୋଇଛି
எடுத்துக்காட்டு :
ତାଙ୍କର ରାମକାହାଣୀ ଶୁଣି ମୋ ଆଖି ଅଶ୍ରୁପୂର୍ଣ୍ଣ ହୋଇଗଲା
ஒத்த சொற்கள் : ଅଶ୍ରୁପୂର୍ଣ୍ଣ, ଡବଡବ, ଲୁହଭରା, ଲୋତକଭରା
பிற மொழிகளில் மொழிபெயர்ப்பு :
जो अश्रु से भरा हुआ हो।
उसकी रामकहानी सुनकर मेरी आँखें अश्रुपूर्ण हो गयीं।