பொருள் : ହଇରାଣ କରୁଥିବା କଥାଆଦି
எடுத்துக்காட்டு :
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
ஒத்த சொற்கள் : ଅସ୍ତବ୍ୟସ୍ତତା, ଉଦବିଗ୍ନତା, ହଇରାଣ
பிற மொழிகளில் மொழிபெயர்ப்பு :
A situation or condition that is complex or confused.
Her coming was a serious complication.பொருள் : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା
எடுத்துக்காட்டு :
ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା
ஒத்த சொற்கள் : ସମସ୍ୟା
பிற மொழிகளில் மொழிபெயர்ப்பு :
பொருள் : ଅଡ଼ୁଆ ହେବାର କ୍ରିୟା ବା ଭାବ
எடுத்துக்காட்டு :
ଏହି କାର୍ଯ୍ୟ କରିବାରେ ଅନେକ ଅଡ଼ୁଆ ଆସିପାରେ
பிற மொழிகளில் மொழிபெயர்ப்பு :
Trouble or confusion resulting from complexity.
perplexityபொருள் : ସେହି ସ୍ଥିତି ଯେଉଁଥିରେ କୌଣସି କାମ କରିବାପାଇଁ କିଛି ବିଘ୍ନ ବା ବାଧା ହୁଏ
எடுத்துக்காட்டு :
ଏହି ପରିସ୍ଥିତିରେ କାମ କରିବା ମୋପାଇଁ କଠିନ ହେଉଛି
பிற மொழிகளில் மொழிபெயர்ப்பு :
A condition or state of affairs almost beyond one's ability to deal with and requiring great effort to bear or overcome.
Grappling with financial difficulties.