பொருள் : ଧନ, ବିଦ୍ୟା, ପ୍ରଭୁତ୍ୱଆଦିର ଅହଙ୍କାର
எடுத்துக்காட்டு :
ଜମିଦାରୀର ଅହମିକାରେ ସେ ଅନେକ କୃଷକଙ୍କୁ ପ୍ରତାରିତ କରିଥିଲେ
ஒத்த சொற்கள் : ଅହଙ୍କାର
பிற மொழிகளில் மொழிபெயர்ப்பு :
Excitement and elation beyond the bounds of sobriety.
The intoxication of wealth and power.பொருள் : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
எடுத்துக்காட்டு :
ଅହଂକାର ମଣିଷକୁ ନେଇ ଡୁବାଇ ଦିଏ କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !
ஒத்த சொற்கள் : ଅହଂକାର, ଅହଂଭାବ, ଔଦ୍ଧତ୍ୟ, ଗର୍ବ, ଦର୍ପ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ
பிற மொழிகளில் மொழிபெயர்ப்பு :
अपने आपको औरों से बहुत अधिक योग्य, समर्थ या बढ़कर समझने का भाव।
अहंकार आदमी को ले डूबता है।