பொருள் : ଲୋକଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇ ଏକାଠି କରିବା
எடுத்துக்காட்டு :
ରାଜସ୍ୱ ନିରୀକ୍ଷକ ଖଜଣା ଆଦାୟ କରୁଛନ୍ତି ଗୁଣ୍ଡାମାନେ ନିଜନିଜ ଅଂଚଳରେ ସାପ୍ତାହିକ ବଟି ଆଦାୟ କରନ୍ତି
ஒத்த சொற்கள் : ଅସୁଲ କରିବା
பிற மொழிகளில் மொழிபெயர்ப்பு :
பொருள் : ଲୋକମାନଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇକରି ଏକାଠି କରିବା
எடுத்துக்காட்டு :
ଜମିଦାର ଲୋକଙ୍କଠାରୁ କର ଆଦାୟ କଲେ
ஒத்த சொற்கள் : ଅସୁଲ କରିବା
பொருள் : ଅନ୍ୟଠାରୁ ନିଜର ଧନ ବା ବସ୍ତୁ ନେବା
எடுத்துக்காட்டு :
ମହାଜନ ଆସାମୀମାନଙ୍କଠାରୁ ଦୁଇଗୁଣା ଆଦାୟ କରନ୍ତି
ஒத்த சொற்கள் : ଅସୁଲ କରିବା
பிற மொழிகளில் மொழிபெயர்ப்பு :