பொருள் : ଗଭୀରତା,ଜ୍ଞାନ,ମହତ୍ତ୍ୱଆଦିର ଚିହ୍ନ ବା ପରିଚୟ
எடுத்துக்காட்டு :
ଆପଣ ତାଙ୍କ ପାଣ୍ଡିତ୍ୟର କୂଳକିନାରା ପାଇବେ ନାହିଁ
ஒத்த சொற்கள் : କୂଳକିନାରା, ଗଭୀରତାର ଶେଷ ସ୍ତର
பிற மொழிகளில் மொழிபெயர்ப்பு :
Degree of psychological or intellectual profundity.
depthபொருள் : ହିସାବରେ ମିଳୁଥିବା ସେହି ଧନ ଯାହା ପ୍ରଥମେ ରୋକଡ଼ ବାକି ରୂପରେ ରହିଥିଲା ଏବଂ ବର୍ତ୍ତମାନ ନୂଆ ଖାତା ବା ପୃଷ୍ଠାକୁ ଯାଇଛି
எடுத்துக்காட்டு :
ଆପଣଙ୍କ ଖାତାରେ ଆଦ୍ୟଶେଷ ମାତ୍ର ଦୁଇଶହ ଟଙ୍କା ଅଛି
பிற மொழிகளில் மொழிபெயர்ப்பு :
Equality between the totals of the credit and debit sides of an account.
balance