பொருள் : କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
எடுத்துக்காட்டு :
ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
ஒத்த சொற்கள் : ଅୟମାରମ୍ଭ, ଆଦି, ପ୍ରାରମ୍ଭ
பிற மொழிகளில் மொழிபெயர்ப்பு :
An event that is a beginning. A first part or stage of subsequent events.
inception, origin, originationபொருள் : କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
எடுத்துக்காட்டு :
ସେ ଅନୁଷ୍ଠାନର ପ୍ରାରମ୍ଭିକ ପ୍ରସ୍ତୁତିରେ ଲାଗିଛି ଏ ପରିଯୋଜନାଟି ଏବେ ପ୍ରାରମ୍ଭିକ ଅବସ୍ଥାରେ ରହିଛି
ஒத்த சொற்கள் : ଅଦ୍ୟ, ଆଦ୍ୟ, ପ୍ରାଥମିକ, ପ୍ରାରମ୍ଭିକ
பிற மொழிகளில் மொழிபெயர்ப்பு :
First or beginning.
The memorable opening bars of Beethoven's Fifth.