பொருள் : ଭୂମି, ଛାତ, କାନ୍ଥ ଆଦିର ଓଦାଳିଆ ଅବସ୍ଥା
எடுத்துக்காட்டு :
ବର୍ଷାଦିନେ କାନ୍ଥରେ ଆର୍ଦ୍ରତା ଆସିଯାଏ
ஒத்த சொற்கள் : ସନ୍ତସନ୍ତିଆ ଅବସ୍ଥା
பிற மொழிகளில் மொழிபெயர்ப்பு :
பொருள் : ଓଦା ହେବାର କ୍ରିୟା ବା ଭାବ
எடுத்துக்காட்டு :
ଆର୍ଦ୍ରତା କାରଣରୁ ଛାତ ଭୂଷୁଡ଼ି ପଡ଼ିଲା
ஒத்த சொற்கள் : ଓଦା ପଣଅବସ୍ଥା, ସିକ୍ତତା