பொருள் : କୌଣସି କଥାର ବିଚାର କିମ୍ବା ବିବେଚନା
எடுத்துக்காட்டு :
ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି
ஒத்த சொற்கள் : ବିଚାର ବିମର୍ଶ, ବିଶ୍ଳେଷଣ, ସମାଲୋଚନା
பிற மொழிகளில் மொழிபெயர்ப்பு :
किसी बात का विचार या विवेचन।
गोष्ठी में बेरोज़गारी के ऊपर विचार विमर्श किया जा रहा है।An exchange of views on some topic.
We had a good discussion.பொருள் : ଭଲଭାବରେ ଏବଂ ସତର୍କତାର ସହିତ କୌଣସି ସାହିତ୍ୟିକ କୃତିର ଗୁଣ ଓ ଦୋଷକୁ ବିବେଚନା କରାଯାଉଥିବା ଲେଖା
எடுத்துக்காட்டு :
ଶିକ୍ଷୟତ୍ରୀ ନାଟକର ସମାଲୋଚନା ଲେଖିବାପାଇଁ କହିଲେ
ஒத்த சொற்கள் : ସମାଲୋଚନା
பிற மொழிகளில் மொழிபெயர்ப்பு :
பொருள் : କୌଣସି କଥା ବା କାମର ଗୁଣ ଦୋଷ ଆଦି ସମ୍ବନ୍ଧରେ ପ୍ରକଟ କରାଯାଉଥିବା ବିଚାର
எடுத்துக்காட்டு :
ସେ ଆଲୋଚନା ଶୁଣି ମଧ୍ୟ ଅପ୍ରଭାବିତ ରହିଲେ
ஒத்த சொற்கள் : ଟୀକା, ଟୀପ୍ପଣୀ, ସମାଲୋଚନା
பிற மொழிகளில் மொழிபெயர்ப்பு :
किसी बात या कार्य के गुण दोष आदि के संबंध में प्रकट किया जाने वाला विचार।
वे आलोचना सुनकर भी अप्रभावित रहे।பொருள் : ବିଚାର ପୂର୍ବକ ନିର୍ଣ୍ଣୟ କରାଯାଇଥିବା କାର୍ଯ୍ୟ
எடுத்துக்காட்டு :
ଆଜିର ସଭାରେ ତୁଳସୀ ଦାସଙ୍କ ରଚନାଆଦିର ଆଲୋଚନା କରାଗଲା
ஒத்த சொற்கள் : ବିବେଚନା, ମୀମାଂସା
பிற மொழிகளில் மொழிபெயர்ப்பு :
The process of giving careful thought to something.
considerationபொருள் : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
எடுத்துக்காட்டு :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
ஒத்த சொற்கள் : ଗୋଷ୍ଠୀ, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
பிற மொழிகளில் மொழிபெயர்ப்பு :
किसी विषय पर की जाने वाली बात-चीत।
वहाँ दहेज प्रथा के ऊपर चर्चा की जा रही है।An exchange of views on some topic.
We had a good discussion.பொருள் : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
எடுத்துக்காட்டு :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ஒத்த சொற்கள் : କଥା, କଥାବାର୍ତ୍ତା, ବାର୍ତ୍ତାଳାପ
பிற மொழிகளில் மொழிபெயர்ப்பு :
दो या दो से अधिक व्यक्तियों का किसी प्रकरण पर आपस में कुछ कहना।
हम लोग तुम्हारे बारे में ही बात कर रहे थे।Talk socially without exchanging too much information.
The men were sitting in the cafe and shooting the breeze.