பொருள் : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
எடுத்துக்காட்டு :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
ஒத்த சொற்கள் : ଆତ୍ମପ୍ରତ୍ୟୟ, ଆସ୍ଥା, ନିର୍ଭର, ବିଶ୍ୱାସ, ଭରସା
பிற மொழிகளில் மொழிபெயர்ப்பு :
பொருள் : ଦକ୍ଷ ପ୍ରଜାପତିଙ୍କର ଜଣେ କନ୍ୟା
எடுத்துக்காட்டு :
ପୁରାଣରେ ଆଶାଙ୍କ ବର୍ଣ୍ଣନା ମିଳେ
பிற மொழிகளில் மொழிபெயர்ப்பு :
An imaginary being of myth or fable.
mythical beingபொருள் : ଯାହା ଉପରେ କାହାରି ଆଶା ରହିଛି ବା କେନ୍ଦ୍ରିତ ହୋଇଛି
எடுத்துக்காட்டு :
ବିଜୟ ନିମନ୍ତେ ଆପଣ ହିଁ ମୋର ଆଶାମୋ ନିମନ୍ତେ ଆପଣ ହିଁ ଏକମାତ୍ର ଆଶା ଥିଲେ ଏବଂ ଆପଣ ବି ଉତ୍ତର ଦେଇଦେଲେ
பிற மொழிகளில் மொழிபெயர்ப்பு :
Someone (or something) on which expectations are centered.
He was their best hope for a victory.பொருள் : ଗୋଟିଏ ରାଗ
எடுத்துக்காட்டு :
ଗାୟିକା ଆଶା ରାଗ ଶିଖାଉଛନ୍ତି
ஒத்த சொற்கள் : ଆଶା ରାଗ
பிற மொழிகளில் மொழிபெயர்ப்பு :
பொருள் : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
எடுத்துக்காட்டு :
ମଣିଷର ସବୁ ଇଚ୍ଛା ପୁରେ ନାହିଁ ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି ମୋର ଆଜି ଖାଇବାକୁ ମନ ନାହିଁ
ஒத்த சொற்கள் : ଅଭିଳାଷ, ଆକାଂକ୍ଷା, ଇଚ୍ଛା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଳାଳସା
பிற மொழிகளில் மொழிபெயர்ப்பு :
मन में दबी रहनेवाली तीव्र कामना या लालसा।
मनुष्य की प्रत्येक इच्छा पूरी नहीं होती।பொருள் : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ
எடுத்துக்காட்டு :
ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
ஒத்த சொற்கள் : ଆକାଂକ୍ଷା, ପ୍ରତ୍ୟାଶା, ଭରସା
பிற மொழிகளில் மொழிபெயர்ப்பு :
किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।
हर पिता की अपने पुत्र से यह अपेक्षा रहती है कि वह अपने जीवन में सफल हो।