பொருள் : ରାଜନୈତିକ ଦୃଷ୍ଟିରେ ନିର୍ମିତ ଗୋଟିଏ ବିଶେଷ କ୍ଷେତ୍ର ଯେଊଁଠାରେ ଆଶାୟୀପ୍ରାର୍ଥୀ ନିର୍ବାଚନ ଲଢିଥାନ୍ତି
எடுத்துக்காட்டு :
ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନ ଫଳାଫଳ ଜଣାପଡିଗଲାଣି
ஒத்த சொற்கள் : ସିଟ୍
பிற மொழிகளில் மொழிபெயர்ப்பு :
राजनीतिक दृष्टि से निर्मित एक विशेष क्षेत्र जहाँ से प्रत्याशी चुनाव लड़ते हैं।
बिहार विधान सभा चुनाव के सभी सीटों के नतीजे आ गए हैं।பொருள் : ଯେଉଁ ବସ୍ତୁ ଉପରେ ବସିବା କାମ ହୁଏ
எடுத்துக்காட்டு :
ଶିକ୍ଷକ ଆସିବାକ୍ଷଣି ଛାତ୍ରମାନେ ନିଜ ଆସନ ଛାଡ଼ି ଠିଆହୋଇଗଲେ
பிற மொழிகளில் மொழிபெயர்ப்பு :
वह वस्तु जिस पर बैठा जाता हो।
गुरुजी के स्वागत में बच्चे अपना आसन छोड़कर खड़े हो गये।பொருள் : ବସିବାର କୌଣସି ବିଶିଷ୍ଟ ଢଙ୍ଗ ବା ମୁଦ୍ରା
எடுத்துக்காட்டு :
ଖାଇବା ସମୟରେ ବସିବା ଢଙ୍ଗ ଉପରେ ଧ୍ୟାନ ଦେବା ଆବଶ୍ୟକ
ஒத்த சொற்கள் : ବସିବା ଢଙ୍ଗ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ବସ୍ତ୍ର ଉପରେ ବସା ଯାଏ
எடுத்துக்காட்டு :
ଗଜାନନ ଯୋଗ କରିବା ନିମନ୍ତେ ବସ୍ତ୍ରାସନ ବିଛାଉଛନ୍ତି
ஒத்த சொற்கள் : ବସ୍ତ୍ରାସନ
பிற மொழிகளில் மொழிபெயர்ப்பு :
பொருள் : କୌଣସି ଅଧିକାରୀ ଆସୀନ ହୋଇଥିବା ସ୍ଥାନ ବା ପଦ
எடுத்துக்காட்டு :
ନେତା ନିଜର ପଦବୀ ଛାଡିବାକୁ ଚାହାଁନ୍ତିନାହିଁ
பிற மொழிகளில் மொழிபெயர்ப்பு :
वह स्थान या पद जिस पर कोई अधिकारी आसीन हो।
नेता अपनी कुर्सी छोड़ना ही नहीं चाहते।