பொருள் : କୌଣସି ବସ୍ତୁ ବା ଜୀବ କ୍ରିୟାଶୀଳ ରହିବାର ସମୟ ସୀମା
எடுத்துக்காட்டு :
ଅଧିକାଂଶ ବିଦ୍ୟୁତ ଉପକରଣଗୁଡ଼ିକର ସମୟ ସୀମା କମ୍ ହୋଇଥାଏ
பிற மொழிகளில் மொழிபெயர்ப்பு :
பொருள் : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
எடுத்துக்காட்டு :
ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା
ஒத்த சொற்கள் : ଆୟୁ କାଳ, ଇହକାଳ, ଜୀବନ, ଜୀବନକାଳ, ବୟସ
பிற மொழிகளில் மொழிபெயர்ப்பு :
जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।
मनुष्य की औसत आयु साठ से सत्तर वर्ष के बीच होती है।பொருள் : ଜନ୍ମରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ କାଳ ବା ବିତି ଯାଇଥିବା ଜୀବନ କାଳ
எடுத்துக்காட்டு :
ଶ୍ୟାମ ମୋଠାରୁ ବୟସରେ ଦୁଇ ବର୍ଷ ବଡ଼ ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସର ପିଲାଭାଗ ନେଇପାରିବେ ନାହିଁ
பிற மொழிகளில் மொழிபெயர்ப்பு :